ମୁଖ୍ୟ ବୈଶିଷ୍ଟ୍ୟ:
ଚାରୋଟି ମୌଳିକ ପ୍ରକ୍ରିୟା: ମିଶାଣ (+), ଫେଡ଼ାଣ (-), ଗୁଣନ (×), ଏବଂ ହରଣ (÷) ଏବଂ ସମୀକରଣ ଖୋଜ ଅଭ୍ୟାସ କରନ୍ତୁ।
ପଣିକିଆ: ୨କ ଠାରୁ ୨୫କ ପଣିକିଆ ଶିଖନ୍ତୁ, ପ୍ରଥମେ ସାଙ୍ଖ୍ୟିକ ରୂପରେ (ଯେପରି: ୨ × ୧ = ୨) ପଣିକିଆ ଦେଖନ୍ତୁ ।
ସଂଖ୍ୟା ବିଭାଗ: ବର୍ତ୍ତମାନ ଆପଣ ୧ ରୁ ୧୦୦ ପର୍ଯ୍ୟନ୍ତ ସମସ୍ତ ସଙ୍ଖ୍ୟାକୁ ତାହାର ଓଡ଼ିଆ ନାମ ସହିତ ଶିଖିପାରିବେ (ଯେପରି: ୧ - ଏକ) ।
ଆକର୍ଷଣୀୟ ଇଣ୍ଟରଫେସ୍: ସରଳ ଏବଂ ସୁନ୍ଦର UI ଯାହା ବ୍ୟବହାର କରିବାକୁ ସହଜ।
ଇଣ୍ଟରାକ୍ଟିଭ୍ ଶିକ୍ଷା: ପ୍ରଶ୍ନର ତୁରନ୍ତ ଉତ୍ତର ଏବଂ ଫଳାଫଳ ପାଆନ୍ତୁ।
ଆଧୁନିକ ଟେକ୍ନୋଲୋଜି: 100% କୋଟଲିନ୍ ଏବଂ ଜେଟପ୍ୟାକ୍ କମ୍ପୋଜ୍ ସହିତ ନିର୍ମିତ।
ଅଫଲାଇନ୍: ଇଣ୍ଟରନେଟ୍ ବିନା ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ଅଭ୍ୟାସ କରନ୍ତୁ।
ସମ୍ପୂର୍ଣ୍ଣ ବିଜ୍ଞାପନ-ମୁକ୍ତ: ଏହି ଆପ୍ ସର୍ବଦା ବିଜ୍ଞାପନ-ମୁକ୍ତ ରହିବ। ଆମେ ପ୍ରତିଶ୍ରୁତି ଦେଉଛୁ ଯେ ଆମେ କୌଣସି ବିଜ୍ଞାପନ ଦେଖାଇବୁ ନାହିଁ କିମ୍ବା ଅନାବଶ୍ୟକ ନୋଟିଫିକେସନ୍ ପଠାଇବୁ ନାହିଁ। କେବଳ ଅଭ୍ୟାସ ପାଇଁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଦୁଇଟି ରିମାଇଣ୍ଡର୍ ପଠାଯିବ।

Features

  • ଅଫଲାଇନ୍: ଇଣ୍ଟରନେଟ୍ ବିନା ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ଅଭ୍ୟାସ କରନ୍ତୁ।
  • ସଂଖ୍ୟା ବିଭାଗ: ବର୍ତ୍ତମାନ ଆପଣ ୧ ରୁ ୧୦୦ ପର୍ଯ୍ୟନ୍ତ ସମସ୍ତ ସଙ୍ଖ୍ୟାକୁ ତାହାର ଓଡ଼ିଆ ନାମ ସହିତ ଶିଖିପାରିବେ (ଯେପରି: ୧ - ଏକ)
  • ପଣିକିଆ: ୨କ ଠାରୁ ୨୫କ ପଣିକିଆ ଶିଖନ୍ତୁ, ପ୍ରଥମେ ସାଙ୍ଖ୍ୟିକ ରୂପରେ (ଯେପରି: ୨ × ୧ = ୨) ପଣିକିଆ ଦେଖନ୍ତୁ
  • ପୂରଣବାଚକ ସଂଖ୍ୟା : ଏହି ବିଭାଗରେ ଆପଣ ପୂରଣବାଚକ ସଂଖ୍ୟା ସହଜ ଉପାୟରେ ଶିଖିପାରିବେ । ବସ୍ତୁ କିମ୍ବା ବ୍ୟକ୍ତିବିଶେଷଙ୍କର କ୍ରମ ବା ସ୍ଥାନ ଚିହ୍ନଟ କରିବା ପାଇଁ ପୂରଣବାଚକ ସଂଖ୍ୟାକୁ ବ୍ୟବହାର କରନ୍ତୁ । ଯେପରି: ପ୍ରଥମ, ଦ୍ୱିତୀୟ, ତୃତୀୟ ଇତ୍ୟାଦି
  • ଗଣନା ପ୍ରଣାଳୀ: ଏକ, ଦଶ, ଶହ , ହଜାର ଓ ଲକ୍ଷ କେମିତି ଲେଖିବେ ଏବଂ ପଢିବେ ଶିଖନ୍ତୁ
  • ରୋମାନ ସଂଖ୍ୟା - ୧ ରୁ ୧୦୦୦ ଯାଏ
  • ଚାରୋଟି ମୌଳିକ ପ୍ରକ୍ରିୟା: ମିଶାଣ (+), ଫେଡ଼ାଣ (-), ଗୁଣନ (×), ଏବଂ ହରଣ (÷) ଏବଂ ସମୀକରଣ ଖୋଜ ଅଭ୍ୟାସ କରନ୍ତୁ
  • ଇଣ୍ଟରାକ୍ଟିଭ୍ ଶିକ୍ଷା: ପ୍ରଶ୍ନର ତୁରନ୍ତ ଉତ୍ତର ଏବଂ ଫଳାଫଳ ପାଆନ୍ତୁ
  • ଫଳ ତୁଳନା ଏକ ମଜାଦାର ଖେଳ ଯାହା ଆପଣଙ୍କର ଦେଖିବା ଓ ତୁଳନା କରିବାର କ୍ଷମତାକୁ ବଢ଼ାଇବ
  • ବୁଦ୍ଧି ଖେଳ - ତର୍କ ପଜଲ୍: ତର୍କ ଶକ୍ତି ବଢ଼ାଇବା ପାଇଁ ଅସୀମିତ ପଜଲ୍ ଖେଳନ୍ତୁ । ସୁଡୋକୁ: ଏକାଗ୍ରତା ଓ ସମସ୍ୟା ସମାଧାନର ଦକ୍ଷତା ବଢ଼ାଇବା ପାଇଁ କ୍ଲାସିକ୍ ସୁଡୋକୁ ଖେଳନ୍ତୁ ।
  • ସମ୍ପୂର୍ଣ୍ଣ ବିଜ୍ଞାପନ-ମୁକ୍ତ: ଏହି ଆପ୍ ସର୍ବଦା ବିଜ୍ଞାପନ-ମୁକ୍ତ ରହିବ। ଆମେ ପ୍ରତିଶ୍ରୁତି ଦେଉଛୁ ଯେ ଆମେ କୌଣସି ବିଜ୍ଞାପନ ଦେଖାଇବୁ ନାହିଁ କିମ୍ବା ଅନାବଶ୍ୟକ ନୋଟିଫିକେସନ୍ ପଠାଇବୁ ନାହିଁ। କେବଳ ଅଭ୍ୟାସ ପାଇଁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଦୁଇଟି ରିମାଇଣ୍ଡର୍ ପଠାଯିବ।
  • ବହୁଭାଷୀ ଏହା ୧୦ଟି ଭାରତୀୟ ଭାଷାରେ ଉପଲବ୍ଧ ଯଥା: ଓଡ଼ିଆ, ସଂସ୍କୃତ, ଇଂରାଜୀ, ହିନ୍ଦୀ, ତେଲୁଗୁ, ଗୁଜୁରାତି, ବଙ୍ଗାଳୀ, ଆସମୀୟ, ମାଲାୟଲମ, ଓ ଉର୍ଦ୍ଦୁ
  • ଉପଯୋଗିତା: କ୍ଯାଲକୁଲେଟର ହିସାବ ପାଇଁ, ଏକକ ରୂପାନ୍ତରଣ ଏବଂ ସଂଖ୍ୟା କୁ ଶବ୍ଦରେ ପରିବର୍ତ୍ତନ
  • ସଂଖ୍ୟା ରୁ ଶବ୍ଦ , ବ୍ଯାଙ୍କ / ଚେକ ରେ କେମିତି ଲେଖନ୍ତି ଜାଣିବା
  • Made in Odisha, India

Project Samples

Project Activity

See All Activity >

Categories

Education, Mobile

License

MIT License

Follow Ganita Bingya

Ganita Bingya Web Site

Other Useful Business Software
Earn up to 16% annual interest with Nexo. Icon
Earn up to 16% annual interest with Nexo.

Access competitive interest rates on your digital assets.

Generate interest, borrow against your crypto, and trade a range of cryptocurrencies — all in one platform. Geographic restrictions, eligibility, and terms apply.
Get started with Nexo.
Rate This Project
Login To Rate This Project

User Reviews

Be the first to post a review of Ganita Bingya!

Additional Project Details

Operating Systems

Android

Languages

Oriya

Intended Audience

End Users/Desktop

User Interface

Android

Programming Language

Kotlin

Related Categories

Kotlin Education Software, Kotlin Mobile Software

Registered

2025-08-19